We are confident that we can grow stride by stride with the plan that we have by putting the same into action to make sure Govt. ITI, Dhenkanal stands in the league of top technical training institutes of the country.
India is a developing Country where the importance of skilled professional plays a vital role for nation building. Industrial Training Institutes are setup with an aim to produce skilled professional to cater need of industries & other fields. In Odisha there were few Govt. ITI’s up-to the year 2000. Now the numbers of ITI’s have been increased to 49 and steps have been taken by the Govt. to open more number of Govt.ITIs.
Read Moreଶ୍ରୀ ଦୀପକ ରଞ୍ଜନ ପଟନାୟକ
ସନ୍ ୨୦୧୫ ରେ ପ୍ରତିଷ୍ଠିତ ହୋଇଥିବା ଯାଜପୁର ଶିଳ୍ପ ତାଲିମ କେନ୍ଦ୍ର ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକାରର ଆୟ ଉତ୍ପନ୍ନକାରୀ କୌଶଳରେ ତାଲିମ ପ୍ରଦାନ ପୂର୍ବକ ଓଡିଶାର ଛାତ୍ର ସମୁଦାୟର ଜୀବନ ଶୈଳୀରେ ପ୍ରଗତି ଆଣିପାରିଛି | ଅନୁଷ୍ଠାନରେ NCVT ଏବଂ SCTEVT ଦ୍ୱାରା ଅନୁମୋଦିତ ବିଭିନ୍ନ ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଥାଏ |
ଧନ୍ଦାମୂଳକ ଦକ୍ଷତା ବ୍ୟତୀତ, ଆମେ ଚାକିରୀ ପ୍ରତି ଉପଯୁକ୍ତ ଦୃଷ୍ଟିକୋଣ, ସୁସ୍ଥ ତଥା ଲକ୍ଷ୍ୟପୂର୍ଣ୍ଣ ଜୀବନ ଯିଇଁବାର ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେଇଥାଉ | ଭାରତ ସରକାରଙ୍କର ଦକ୍ଷତାବିକାଶ ଉଦ୍ୟମ ଅଧୀନସ୍ଥ MODULAR EMPLOYABLE SKILL ମାଧ୍ୟମରେ ବିଭିନ୍ନ ସ୍ୱଳ୍ପମିଆଦୀ ପାଠ୍ୟକ୍ରମ ଯଥା Computer fundamental, Tally, Computer Hardware, Multimedia & Webpage Design , Basic Electrical ,Basic Electronics, Mobile Repairing, Tailoring , solar electricity training ଆଦିରେ ଆମେ ତାଲିମ ପ୍ରଦାନ କରିଥାଉ | ଏ ସମସ୍ତ ହେଉଛି ମାଗଣା ପାଠ୍ୟକ୍ରମ | RAILWAY ଏବଂ ଅନ୍ୟାନ୍ୟ PSUs ପାଇଁ ଆମେ କିଛି ଅନ୍ୟାନ୍ୟ PREMIER Placement Based Coaching…
ସମ୍ପୂର୍ଣ ତଥ୍ୟପ୍ରତିଟି ଆଇଟିଆଇ ରେ ବିଶ୍ୱମାନର ଆଧାର ତିଆରି ହେବ |
ଆଇଟିଆଇ ମାନଙ୍କରେ ଅନ୍ତତଃ ଏକ- ତୃତୀଆଂଶ ଝିଅ ପଢିବ|
ଆଇଟିଆଇ ରୁ ତିଆରି ହେବ ଆଗାମୀ କଲି ର ଉଦ୍ୟୋଗୀ ଏବଂ ବିଶ୍ୱ ମାନର କର୍ମକୁଶଳୀ |
Read More- ଆମ ସବୁରି ଭିତରେ ରହିବ "ମାନବ - କେନ୍ଦ୍ରିକ" ଚିନ୍ତାଧାରା
- ସମସ୍ତେ "ଅନୁଶାସନ" ରେ ଚଲିବା
- "ସତ୍ୟନିଷ୍ଠ" ହେବା, ସତପଥରେ ଚାଲିବା
- ସବୁକାମ "ସହଯୋଗ" ର ସହ, ମିଳିମିଶି କରିବା
- ଆମର ପ୍ରତିଟି କାମରେ ସୃଜନଶୀଳତା ରହିବ
Fill The Below Form and Star Searching