Los Angeles
ଏକାଡେମିକ୍‌ କ୍ୟାଲେଣ୍ଡର୍‌
କ୍ରମିକ ନଂ. ବର୍ଣ୍ଣନା ଲାଗୁ ହେଉଥିବା ତାରିଖ
୧. ଏଡମିଶନ ପ୍ରକ୍ରିୟା ଆରମ୍ଭ ୦୧.୦୭.୨୦୧୭
୨. ଏଡ୍‌ମିଶନ ପ୍ରକ୍ରିୟାର ଅନ୍ତ ତଥା ଆବେଦନକାରୀଙ୍କ ତଥ୍ୟ SPIU ଦ୍ୱାରା ଅପଲୋଡ୍‌ ୧୩.୦୯.୨୦୧୭
୩. SPIU ଦ୍ୱାରା ଆବେଦନକାରୀଙ୍କ ତଥ୍ୟ NCVT MIS Portal କୁ ସ୍ଥାନାନ୍ତର ୨୫.୦୯.୨୦୧୭
୪. ଏକାଡେମିକ ସତ୍ର ୨୦୧୭-୨୦୧୮ ର ଆରମ୍ଭ
୧ମ Semester ପ୍ରଶିକ୍ଷଣ ଆରମ୍ଭ
୦୧.୦୯.୨୦୧୭
୫. ୧ମ Semester ପ୍ରଶିକ୍ଷଣ ଶେଷ ୧୬.୦୧.୨୦୧୮
୬. ୧ମ Semester ର ପରୀକ୍ଷା ଆରମ୍ଭ ୧୯.୦୧.୨୦୧୮
୭. ୧ମ Semester ର ପରୀକ୍ଷା ଶେଷ ୧୭.୦୨.୨୦୧୮
୮. ୨ୟ Semester ର ପ୍ରଶିକ୍ଷଣ ଆରମ୍ଭ ୨୦.୦୨.୨୦୧୮
୯. ୨ୟ Semester ର ପ୍ରଶିକ୍ଷଣ ଶେଷ ୩୦.୦୬.୨୦୧୮
୧୦. ୨ୟ Semester ର ପରୀକ୍ଷା ଆରମ୍ଭ ୦୪.୦୭.୨୦୧୮
୧୧. ୨ୟ Semester ର ପରୀକ୍ଷା ଶେଷ ୦୪.୦୮.୨୦୧୮

ଅଧିକ ଜାଣିବା ପାଇଁ: Click Here