Los Angeles
ଆମ ଅନୁଷ୍ଠାନ

ସନ୍‌ ୨୦୧୫ ରେ ପ୍ରତିଷ୍ଠିତ ହୋଇଥିବା ଭୁବନେଶ୍ୱର ଶିଳ୍ପ ତାଲିମ କେନ୍ଦ୍ର ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକାରର ଆୟ ଉତ୍ପନ୍ ନକାରୀ କୌଶଳରେ ତାଲିମ ପ୍ରଦାନ ପୂର୍ବକ ଓଡିଶାର ଛାତ୍ର ସମୁଦାୟର ଜୀବନ ଶୈଳୀରେ ପ୍ରଗତି ଆଣିପାରିଛି | ଅନୁଷ୍ଠାନରେ NCVT ଏବଂ SCTEVT ଦ୍ୱାରା ଅନୁମୋଦିତ ବିଭିନ୍ନ ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଥାଏ |

ଧନ୍ଦାମୂଳକ ଦକ୍ଷତା ବ୍ୟତୀତ, ଆମେ ଚାକିରୀ ପ୍ରତି ଉପଯୁକ୍ତ ଦୃଷ୍ଟିକୋଣ, ସୁସ୍ଥ ତଥା ଲକ୍ଷ୍ୟପୂର୍ଣ୍ଣ ଜୀବନ ଯିଇଁବାର ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେଇଥାଉ | ଭାରତ ସରକାରଙ୍କର ଦକ୍ଷତା ବିକାଶ ଉଦ୍ୟମ ଅଧୀନସ୍ଥ MODULAR EMPLOYABLE SKILL ମାଧ୍ୟମରେ ବିଭିନ୍ନ ସ୍ୱଳ୍ପମିଆଦୀ ପାଠ୍ୟକ୍ରମ ଯଥା Computer fundamental, Tally, C omputer Hardware, Multimedia & Webpage Design , Basic Electrical ,Basic Electronics, Tailoring , solar electricity training ଆଦିରେ ଆମେ ତାଲିମ ପ୍ରଦାନ କରିଥ ାଉ | ଏ ସମସ୍ତ ହେଉଛି ମାଗଣା ପାଠ୍ୟକ୍ରମ | RAILWAY ଏବଂ ଅନ୍ୟାନ୍ୟ PSUs ପାଇଁ ଆମେ କିଛି ଅନ୍ୟାନ୍ୟ PREMIER Placement Based Coaching Institute ସହିତ ମଧ୍ ୟ ଅନୁବନ୍ଧିତ ହୋଇଅଛୁ | ତାଲିମ ସମୟରେ ବୈଷୟିକ କୌଶଳ ଆଦାନପ୍ରଦାନ କରିବା ପାଇଁ ଆମେ କିଛି ଉଦ୍ୟୋଗମାନଙ୍କ ସହିତ ମଧ୍ୟ M OU ସ୍ୱାକ୍ଷର କରିଅଛୁ | ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ କାମ କରିବା ଲାଗି ଆମେ ଆମ ଛାତ୍ର-ଛାତ୍ରୀମାନଙ୍କୁ English Communication Skil ls ର ମଧ୍ୟ ତାଲିମ ପ୍ରଦାନ କରିଥାଉ | ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ କୌଶଳ ବିକଶିତ କରିବା ପାଇଁ ଆମେ ସେମାନଙ୍କୁ ବିଭିନ୍ନ ପ୍ରକାରର ପାଠ୍ୟ-ବହ ିର୍ଭୂତ କାର୍ଯ୍ୟକ୍ରମ ଯଥା ଖେଳ-କୁଦ, ସେମିନାର, debate ପ୍ରତିଯୋଗିତା ତଥା ଆନ୍ୟାନ୍ୟ ସାଂସ୍କୃତିକ ଗତିବିଧିମାନଙ୍କରେ ନିୟୋଜିତ କରିଥାଉ |